ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇତିହାସବିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇତିହାସବିତ   ବିଶେଷ୍ୟ

ଅର୍ଥ : ଇତିହାସରେ ପ୍ରବୀଣ ଯେଉଁ ବ୍ୟକ୍ତି ଇତିହାସ ଅଧ୍ୟୟନ କରିଛନ୍ତି ବା କରନ୍ତି ଓ ଏହାସହିତ ସମ୍ବନ୍ଧିତ ବିଷୟଗୁଡ଼ିକର ଉଲ୍ଲେଖ କରନ୍ତି

ଉଦାହରଣ : ଡକ୍ଟର ସର୍ବପଲ୍ଲୀ ଗୋପାଳ ଜଣେ ପ୍ରସିଦ୍ଧ ଐତିହାସିକ

ସମକକ୍ଷ : ଐତିହାସିକ

इतिहास का जानकार व्यक्ति जो इतिहास का अध्ययन किया हो या करता हो और इससे संबंधित बातों का उल्लेख करता हो।

डाक्टर सर्वपल्ली गोपाल एक विख्यात इतिहासकार थे।
इतिहासकार, इतिहासज्ञ, इतिहासविद्, इतिहासवेत्ता

A person who is an authority on history and who studies it and writes about it.

historian, historiographer