ଅର୍ଥ : ଇତିହାସରେ ପ୍ରବୀଣ ଯେଉଁ ବ୍ୟକ୍ତି ଇତିହାସ ଅଧ୍ୟୟନ କରିଛନ୍ତି ବା କରନ୍ତି ଓ ଏହାସହିତ ସମ୍ବନ୍ଧିତ ବିଷୟଗୁଡ଼ିକର ଉଲ୍ଲେଖ କରନ୍ତି
ଉଦାହରଣ :
ଡକ୍ଟର ସର୍ବପଲ୍ଲୀ ଗୋପାଳ ଜଣେ ପ୍ରସିଦ୍ଧ ଐତିହାସିକ
ସମକକ୍ଷ : ଇତିହାସବିତ
ଅର୍ଥ : ଇତିହାସ ସହିତ ସମ୍ବନ୍ଧିତ ବା ଇତିହାସର
ଉଦାହରଣ :
ସେ ଐତିହାସିକ କଥା ଶୁଣିବାକୁ ପସନ୍ଦ କରେ
ଅର୍ଥ : ଯାହା ଇତିହାସରେ ଅଛି
ଉଦାହରଣ :
ସିପାହୀ ବିଦ୍ରୋହ ଏକ ଐତିହାସିକ ଘଟଣା