ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଣ୍ଡିଆନ୍ ପେନାଲ୍‌ କୋଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଜାମ୍ମୁ ଏବଂ କାଶ୍ମୀର ବ୍ୟତୀତ ଭାରତ ଭିତରେ ଭାରତର କୌଣସି ବି ନାଗରିକ ଦ୍ବାରା କରାଯାଉଥିବା କିଛି ଅପରାଧର ସଂଜ୍ଞା ଓ ଦଣ୍ଡର ପ୍ରତିବିଧାନ କରୁଥିବା ସଂହିତା ଯାହା ଭାରତୀୟ ସେନା ଉପରେ ଲାଗୁ ହୁଏ ନାହିଁ

ଉଦାହରଣ : ଭାରତୀୟ ଦଣ୍ଡସଂହିତା ଇଂରେଜ ଶାସନ କାଳରେ ୧୮୬୨ ମସିହାରେ ଲାଗୁ ହୋଇଥିଲା

ସମକକ୍ଷ : ଆଇ ପି ସି, ଭାରତୀୟ ଦଂଡସଂହିତା, ଭାରତୀୟ ଦଣ୍ଡସଂହିତା

जम्मू एवं काश्मीर को छोड़कर भारत के अन्दर भारत के किसी भी नागरिक द्वारा किए गए कुछ अपराधों की परिभाषा व दण्ड का प्राविधान करने वाली संहिता जो कि भारत की सेना पर लागू नहीं होती।

भारतीय दंड संहिता ब्रिटिश काल में सन् १८६२ में लागू हुई थी।
आईपीसी, इंडियन पीनल कोड, भारतीय दंड संहिता, भारतीय दण्ड संहिता

A set of rules or principles or laws (especially written ones).

code, codification