ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଚ୍ଛୁକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଚ୍ଛୁକ   ବିଶେଷଣ

ଅର୍ଥ : ଯେ କୌଣସି ବସ୍ତୁଆଦି ପାଇବାକୁ ଇଚ୍ଛାକରୁଥାଏ

ଉଦାହରଣ : ରାମ ଏହି ପୁସ୍ତକ ନେବାକୁ ଇଚ୍ଛୁକ

ସମକକ୍ଷ : ଅଭିପ୍ସୁ, ଅଭିଳାଷକ, ଅଭିଳାଷୀ, ଆଂକାକ୍ଷୀ

Having or expressing desire for something.

Desirous of high office.
Desirous of finding a quick solution to the problem.
desirous, wishful

ଅର୍ଥ : ଚାହିଁବା ବ୍ୟକ୍ତି

ଉଦାହରଣ : ଇଚ୍ଛୁକ ଯୁବକର ବନ୍ଧୁ ଦର୍ଶନର ଆବଶ୍ୟକତା ରହିଛି

ସମକକ୍ଷ : ଆକାଙ୍କ୍ଷିତ, ଇପ୍ସିତ

चाहने वाला।

तालिब जवान को तलब है दीदार-ए-यार की।
तालिब