ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାରି ଇଚ୍ଛାନୁସାରେ ତାଙ୍କୁ କଷ୍ଟ ନଦେଇ କୌଣସି ବସ୍ତୁର ପ୍ରୟୋଗରେ ମାରିବା ବା ମରିବାକୁ ଦେବା କ୍ରିୟା(ବିଶେଷକରି କୌଣସି ଅସାଧ୍ୟ ରୋଗରେ ପୀଡିତ ବ୍ୟକ୍ତିଙ୍କୁ)
ଉଦାହରଣ : କିଛି ଲୋକ ଇଚ୍ଛା ମୃତ୍ୟୁ ନିମନ୍ତେ ଅନୁମତି ମାଗୁଣି କରନ୍ତି
ସମକକ୍ଷ : ଦୟାମୃତ୍ୟୁ, ୟୁଥନେସିୟା
किसी की इच्छानुसार उसे बिना कष्ट दिए, किसी वस्तु के प्रयोग से मारने या मरने देने की क्रिया (विशेषकर किसी असाध्य रोग से पीड़ित व्यक्ति को)।
The act of killing someone painlessly (especially someone suffering from an incurable illness).
ସଂସ୍ଥାପନ କରନ୍ତୁ