ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ୟୁଥନେସିୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ୟୁଥନେସିୟା   ବିଶେଷ୍ୟ

ଅର୍ଥ : କାହାରି ଇଚ୍ଛାନୁସାରେ ତାଙ୍କୁ କଷ୍ଟ ନଦେଇ କୌଣସି ବସ୍ତୁର ପ୍ରୟୋଗରେ ମାରିବା ବା ମରିବାକୁ ଦେବା କ୍ରିୟା(ବିଶେଷକରି କୌଣସି ଅସାଧ୍ୟ ରୋଗରେ ପୀଡିତ ବ୍ୟକ୍ତିଙ୍କୁ)

ଉଦାହରଣ : କିଛି ଲୋକ ଇଚ୍ଛା ମୃତ୍ୟୁ ନିମନ୍ତେ ଅନୁମତି ମାଗୁଣି କରନ୍ତି

ସମକକ୍ଷ : ଇଚ୍ଛାମୃତ୍ୟୁ, ଦୟାମୃତ୍ୟୁ

किसी की इच्छानुसार उसे बिना कष्ट दिए, किसी वस्तु के प्रयोग से मारने या मरने देने की क्रिया (विशेषकर किसी असाध्य रोग से पीड़ित व्यक्ति को)।

कई लोग इच्छा मृत्यु के लिए याचिका करते हैं।
इच्छा मृत्यु, इच्छा-मृत्यु, इच्छामृत्यु, दया मृत्यु, दया-मृत्यु, दयामृत्यु, युथनेसिया

The act of killing someone painlessly (especially someone suffering from an incurable illness).

euthanasia, mercy killing