ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବିଷୟରେ ଇଂରାଜୀ ଭାଷା ଓ ତାର ସାହିତ୍ୟ, ବ୍ୟାକରଣ ଆଦି ଅଧ୍ୟୟନ କରାଯାଏ
ଉଦାହରଣ : ସେ ଶ୍ରେଣୀରେ ଇଂରାଜୀ ପଢ଼ାନ୍ତି
ସମକକ୍ଷ : ଇଂଗ୍ରେଜୀ, ଇଂଗ୍ଲିଶ୍
वह विषय जिसमें अंग्रेजी भाषा और उसके साहित्य, व्याकरण आदि का अध्ययन किया जाता है।
The discipline that studies the English language and literature.
ଅର୍ଥ : ଇଂରାଜୀ ଭାଷା ସଂବନ୍ଧିତ ବା ଇଂରାଜୀ ଭାଷାର
ଉଦାହରଣ : ଆମେମାନେ ଇଂରାଜୀ ଫିଲ୍ମ ଦେଖିବାକୁ ଯାଇଥିଲୁ
अंग्रेज़ी भाषा से संबंधित या अंग्रेज़ी भाषा का।
Of or relating to the English language.
ଅର୍ଥ : ଇଂଲଣ୍ଡ ସଂବନ୍ଧିତ ବା ଇଂଲଣ୍ଡର
ଉଦାହରଣ : ଇଂରେଜ ତ ଚାଲିଗଲେ କିନ୍ତୁ ଇଂରାଜୀ ସଭ୍ୟତା ଏଠାରେ ରହିଗଲା
इंग्लैंड से संबंधित या इंग्लैंड का।
Of or relating to or characteristic of England or its culture or people.
ସଂସ୍ଥାପନ କରନ୍ତୁ