ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆସ୍ଫୋଟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆସ୍ଫୋଟନ   ବିଶେଷ୍ୟ

ଅର୍ଥ : ତାଳପକାଇବାର ଶବ୍ଦ

ଉଦାହରଣ : ସଙ୍ଗୀତ ଶିଖୁଥିବା ପିଲାମାନଙ୍କର ତାଳପକା ଶବ୍ଦ ସ୍ପଷ୍ଟ ଶୁଣା ଯାଉଥିଲା

ସମକକ୍ଷ : ତାଳପକା ଶବ୍ଦ

ताल ठोकने का शब्द।

संगीत सीख रहे बच्चों के आस्फोट स्पष्ट सुनाई दे रहे थे।
आस्फोट, आस्फोटन

ଅର୍ଥ : ତାଳ ପକାଇବାର କ୍ରିୟା

ଉଦାହରଣ : ବୀଣାର ମଧୁର ତାନ ମଝିରେ ତବଲାବାଦକର ତାଳପକା ଶବ୍ଦ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି

ସମକକ୍ଷ : ତାଳପକା ଶବ୍ଦ

ताल ठोंकने की क्रिया।

वीणा के मधुर तान के बीच तबलची का आस्फोटन दर्शकों को मंत्रमुग्ध किए हुए है।
आस्फोटन, ताल ठोंकना