ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆସ୍ତିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆସ୍ତିକ   ବିଶେଷ୍ୟ

ଅର୍ଥ : ଜରତ୍କାରୁଙ୍କ ପୁତ୍ର ଥିବା ଜଣେ ଋଷି ଯାହାଙ୍କ ବର୍ଣ୍ଣନା ମହାଭାରତରେ ମିଳେ

ଉଦାହରଣ : ଜନ୍ମେଜୟଙ୍କ ସର୍ପ ଯଜ୍ଞରେ ତକ୍ଷକ ନାମକ ସର୍ପକୁ ଭସ୍ମ ହେବାରୁ ଆସ୍ତିକ ଋଷି ବଞ୍ଚାଇ ଥିଲେ

ସମକକ୍ଷ : ଆସ୍ତିକ ଋଷି

एक ऋषि जिनका वर्णन महाभारत में मिलता है और जो जरत्कारु के पुत्र थे।

आस्तीक ने जनमेजय के सर्पयज्ञ में तक्षक नामक सर्प को भस्म होने से बचाया था।
आस्तीक, आस्तीक ऋषि

A mentor in spiritual and philosophical topics who is renowned for profound wisdom.

sage

ଅର୍ଥ : ଈଶ୍ୱରଙ୍କ ପାଖରେ ବିଶ୍ୱାସ ରଖିବା ବାଲା ବ୍ୟକ୍ତି

ଉଦାହରଣ : ଆସ୍ତିକମାନଙ୍କ ଆଖିରେ ଈଶ୍ୱର ସର୍ବଶକ୍ତିମାନ

ସମକକ୍ଷ : ଈଶ୍ୱରବାଦୀ

ईश्वर पर विश्वास रखने वाला व्यक्ति।

आस्तिक की नज़र में ईश्वर सर्वशक्तिमान हैं।
आस्तिक, ईश्वरवादी, देवल

One who believes in the existence of a god or gods.

theist

ଆସ୍ତିକ   ବିଶେଷଣ

ଅର୍ଥ : ଯେ ବେଦ, ଈଶ୍ୱର ଏବଂ ପରଲୋକ ଆଦିରେ ବିଶ୍ୱାସ ରଖେ

ଉଦାହରଣ : ଉତ୍ତମ ହିନ୍ଦୁ ଆସ୍ତିକ ହୁଏ

ସମକକ୍ଷ : ଈଶ୍ୱରନିଷ୍ଠ, ଈଶ୍ୱରବାଦୀ

जो वेद, ईश्वर और परलोक आदि पर विश्वास रखता हो।

सच्चे हिंदू आस्तिक होते हैं।
आस्तिक, ईश्वरनिष्ठ, ईश्वरवादी

Having or showing belief in and reverence for a deity.

A religious man.
Religious attitude.
religious