ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆସନ୍ନପ୍ରସବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆସନ୍ନପ୍ରସବା   ବିଶେଷ୍ୟ

ଅର୍ଥ : ଯାହାଙ୍କ ସମୟ ହୋଇଗଲାଣି ବା ଯେ ବହୁତ ଶୀଘ୍ର ପିଲାକୁ ଜନ୍ମ ଦେବାକୁ ଯାଉଛନ୍ତି

ଉଦାହରଣ : ହସ୍ପିଟାଲ୍‌ର ସେବିକାମାନେ ଆସନ୍ନପ୍ରସବାମାନଙ୍କର ଦେଖାଶୁଣା କରୁଛନ୍ତି

वह जिसके गर्भ के दिन पूरे हो गए हों या जो बहुत ही जल्द बच्चे को जन्म देने वाली हो।

अस्पताल में परिचारिकाएँ आसन्नप्रसवाओं की देख-रेख कर रही हैं।
आसन्न प्रसवा, आसन्नप्रसवा

ଆସନ୍ନପ୍ରସବା   ବିଶେଷଣ

ଅର୍ଥ : ଯେଉଁ ଗର୍ଭିଣୀର ପ୍ରସବ ସମୟ ହୋଇଗଲାଣି ବା ଯେ ବହୁତ ଶୀଘ୍ର ସନ୍ତାନ ଜନ୍ମ ଦେବ

ଉଦାହରଣ : ଆସନ୍ନପ୍ରସବା ମହିଳା କଷ୍ଟରେ ଚିତ୍କାର କରୁଛି

जिसके दिन पूर गए हों या जो बहुत ही जल्द संतान को जन्म देने वाली हो (गर्भिणी)।

आसन्नप्रसवा महिला दर्द से चिल्ला रही है।
आसन्न प्रसवा, आसन्नप्रसवा

In an advanced stage of pregnancy.

Was big with child.
Was great with child.
big, enceinte, expectant, gravid, great, heavy, large, with child