ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଳସ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଳସ୍ୟ   ବିଶେଷ୍ୟ

ଅର୍ଥ : କାମ କରିବା ନିମନ୍ତେ ଉତ୍ସାହହୀନତା

ଉଦାହରଣ : ଆଳସ୍ୟ କାରଣରୁ ମୁଁ ଏହି କାମ କରିପାରିଲି ନାହିଁ

ସମକକ୍ଷ : ଅବସନ୍ନତା, ଅଳସତା, ଅଳସପଣିଆ

The trait of being idle out of a reluctance to work.

faineance, idleness

ଆଳସ୍ୟ   ବିଶେଷଣ

ଅର୍ଥ : ଆଳସ୍ୟ ଉତ୍ପନ୍ନ କରୁଥିବା ଲୋକ

ଉଦାହରଣ : ଆଳସ୍ୟ ସକାଳ କଷ୍ଟପ୍ରଦ ଜଣାପଡୁଛି

आलस्य उत्पन्न करनेवाला।

अलस सवेरा कष्टप्रद जान पड़ता है।
अलस