ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବସନ୍ନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବସନ୍ନତା   ବିଶେଷ୍ୟ

ଅର୍ଥ : ତନ୍ଦ୍ରା ବା ଢୁଳ କାରଣରୁ ହେଉଥିବା ଆଳସ୍ୟ

ଉଦାହରଣ : ନିଦ୍ରାବେଶଯୋଗୁଁ ସେ ଖଟ ଉପରେ ପଡ଼ି ରହିଲା

ସମକକ୍ଷ : ତଂଦ୍ରାଳସ୍ୟ, ତନ୍ଦ୍ରାଳସ୍ୟ, ନିଦ୍ରାବେଶ

तन्द्रा या ऊँघ के कारण होनेवाला आलस्य।

तंद्रालस के कारण वह खाट पर पड़ी रही।
तंद्रालस

A very sleepy state.

Sleepiness causes many driving accidents.
drowsiness, sleepiness, somnolence

ଅର୍ଥ : ଅବସନ୍ନ ହେବାର ଅବସ୍ଥା ବା ଭାବ

ଉଦାହରଣ : ଅବସନ୍ନତା ସ୍ବାସ୍ଥୟ ପାଇଁ ଉତ୍ତମ ନୁହେଁ

अवसन्न होने की अवस्था या भाव।

अवसन्नता स्वास्थ्य के लिए अच्छा नहीं है।
अवसन्नता, अवसन्नत्व

ଅର୍ଥ : ଉତ୍ସାହ ନ ହେବା ଅବସ୍ଥା ବା ଭାବ

ଉଦାହରଣ : ଉତ୍ସାହହୀନତା କାରଣରୁ ମୁଁ ଏହି କାମ କରିପାରିଲି ନାହିଁ

ସମକକ୍ଷ : ଅବସାଦ, ଉତ୍ସାହହୀନତା, ଉଲ୍ଲାସହୀନତା

उत्साह न होने की अवस्था या भाव।

उत्साहहीनता के कारण मैं यह काम नहीं कर सका।
अनुत्साह, अनुत्सुकता, अवसन्नता, अवसन्नत्व, अवसाद, उत्साहहीनता, उमंगहीनता, उल्लासहीनता

Inactivity resulting from a dislike of work.

indolence, laziness

ଅର୍ଥ : କାମ କରିବା ନିମନ୍ତେ ଉତ୍ସାହହୀନତା

ଉଦାହରଣ : ଆଳସ୍ୟ କାରଣରୁ ମୁଁ ଏହି କାମ କରିପାରିଲି ନାହିଁ

ସମକକ୍ଷ : ଅଳସତା, ଅଳସପଣିଆ, ଆଳସ୍ୟ

The trait of being idle out of a reluctance to work.

faineance, idleness