ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଲୋକମଣ୍ଡଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଲୋକମଣ୍ଡଳ   ବିଶେଷ୍ୟ

ଅର୍ଥ : ଦେବତା ବା ଭଗବାନଙ୍କ ମୁଖ ଚତୁର୍ଦିଗରେ ବ୍ୟାପ୍ତ ଏକ ଆଲୋକିତ ମଣ୍ଡଳ ଯାହ ଚିତ୍ର ବା ମୂର୍ତ୍ତିଗୁଡ଼ିକରେ ଦେଖାଯାଏ

ଉଦାହରଣ : ସଧାରଣ ମନୁଷ୍ୟଙ୍କର ଆଲୋକମଣ୍ଡଳର ଦୀପ୍ତି କ୍ଷୀଣ ହୋଇଥିବାରୁ ଦେଖାଯାଏ ନାହିଁ

ସମକକ୍ଷ : ଆଭାମଣ୍ଡଳ, ପ୍ରଭାମଣ୍ଡଳ

देवताओं या दिव्य पुरुषों आदि के मुख के चारों ओर का वह प्रभापूर्ण मंडल जो चित्रों या मूर्तियों में दिखलाया जाता है।

साधारण मनुष्यों के प्रभामंडल की दीप्ति क्षीण होने के कारण दिखाई नहीं पड़ती है।
आभामंडल, प्रभामंडल

An indication of radiant light drawn around the head of a saint.

aura, aureole, gloriole, glory, halo, nimbus