ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଲବମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଲବମ   ବିଶେଷ୍ୟ

ଅର୍ଥ : ଫଟୋ ଆଦି ରଖାଯାଉଥିବା ମାନବନିର୍ମିତ ପୁସ୍ତକଭଳି ଏକ ବସ୍ତୁ

ଉଦାହରଣ : ସେ ତା ବାହାଘର ଆଲବମ ସାଇତି ରଖିଛି

ସମକକ୍ଷ : ଏଲବମ

एक पुस्तकनुमा मानव-कृति जिसमें फोटो आदि रखे जाते हैं।

उन्होंने अपनी शादी का एलबम संभाल कर रखा है।
अलबम, एलबम

A book of blank pages with pockets or envelopes. For organizing photographs or stamp collections etc.

album

ଅର୍ଥ : ଏକ ବା ଏକାଧିକ ଧ୍ୱନ୍ୟାଲେଖନ କରାଯାଉଥିବା ଫୋନୋଗ୍ରାଫ ରେକର୍ଡ଼

ଉଦାହରଣ : ତୁମ ପାଖରେ ସୋନୁ ନିଗମଙ୍କର ନୂଆ ଆଲବମ ଅଛି କି

ସମକକ୍ଷ : ରେକର୍ଡ଼ ଆଲବମ

वह फोनोग्राफ़ रिकार्ड जिसमें एक या एक से अधिक ध्वन्यालेखन होते हैं।

सोनू निगम का नया एलबम तुम्हारे पास है क्या?
एलबम, रिकार्ड एलबम, रेकार्ड एलबम

One or more recordings issued together. Originally released on 12-inch phonograph records (usually with attractive record covers) and later on cassette audiotape and compact disc.

album, record album