ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆମ୍ବୁଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆମ୍ବୁଲ   ବିଶେଷ୍ୟ

ଅର୍ଥ : କେବଳ ଲୁଣ ଢାଳି ଛଡା ଆମ୍ବ ଖଣ୍ଡରେ ତିଆରି ହୋଇଥିବା ଆଚାର

ଉଦାହରଣ : ମାନସୀ ଆମ୍ବୁଲ ଚାଟୁଛି

आम की फाँकों का वह अचार जो केवल नमक डालकर बनाया जाता है।

मानसी नोनचा चूस रही है।
नोनचा

Vegetables (especially cucumbers) preserved in brine or vinegar.

pickle

ଅର୍ଥ : ଅତ୍ୟଧିକ ଲୁଣର ମିଶ୍ରଣରେ ପ୍ରସ୍ତୁତ ଆଚାର

ଉଦାହରଣ : ମା’ଆମ୍ବୁଲ ତିଆରୁଛନ୍ତି

वह अचार जो अत्यधिक नमक के संयोग से बनाया गया हो।

माँ आम का नोनचा बना रही है।
नोनचा

Vegetables (especially cucumbers) preserved in brine or vinegar.

pickle

ଅର୍ଥ : ଆଚାର ତିଆରି କରିବାପାଇଁ କଟା ହୋଇଥିବା ଆମ୍ବର ଛୋଟ ଖଣ୍ଡ

ଉଦାହରଣ : ଶୀଲା ଆମ୍ବୁଲ ଶୁଖାଇବାପାଇଁ ଖରାରେ ରଖୁଛି

ସମକକ୍ଷ : ଆଂବୁଲ

अचार बनाने के लिए आम के कटे हुए टुकड़े।

शीला लौंजी को सूखने के लिए धूप में रख रही है।
लौंजी