ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆମିଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆମିଷ   ବିଶେଷ୍ୟ

ଅର୍ଥ : ମାଂସ, ମାଛଯୁକ୍ତ ଭୋଜନ

ଉଦାହରଣ : ସେ ଆମିଷ ଖାଇବାକୁ ପସନ୍ଦ କରେ

ସମକକ୍ଷ : ଆଇଁଷ

वह भोजन जिसमें मांस, मछली आदि हो।

वह आमिषाहार पसंद करती है।
आमिख, आमिष, आमिष आहार, आमिषाहार, मांसाहार, सामिष आहार

ଆମିଷ   ବିଶେଷଣ

ଅର୍ଥ : ଯେଉଁଥିରେ ମାଂସ,ମାଛ ଆଦି ମିଶିଛି

ଉଦାହରଣ : ଆଜିକାଲି ଆମିଷ ଭୋଜନ ପ୍ରତି ଲୋକଙ୍କ ରୁଚି ବଢ଼ିଯାଉଛି

ସମକକ୍ଷ : ଆଇଁଷ

जिसमें मांस, मछली आदि मिला हो।

आज-कल सामिष भोजन के प्रति लोगों की रुचि बढ़ती जा रही है।
मांसाहारी, सामिष