ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆମବାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆମବାତ   ବିଶେଷ୍ୟ

ଅର୍ଥ : ଆମ କାରଣରୁ ପେଟ ଫୁଲିବା ରୋଗ

ଉଦାହରଣ : ସଲୋନୀ ଆମରୋଗରେ ପୀଡିତ

ସମକକ୍ଷ : ଆମରୋଗ, ଆମ୍ବରୋଗ

आँव के कारण पेट फूलने का रोग।

सलोनी आमानाह से पीड़ित है।
आमानाह

ଅର୍ଥ : ଗୋଟିଏ ପ୍ରକାର ବାତ ରୋଗ

ଉଦାହରଣ : ଆମବାତରେ ଖାଦ୍ୟ ଭଲ ଭାବରେ ହଜମ ହୁଏ ନାହିଁ ଏବଂ ହାତ-ପାଦ ଫୁଲି ଯାଏ

एक प्रकार का वात रोग।

आमवात में अन्न अच्छी तरह से नहीं पचता और हाथ-पैर में सूजन आ जाती है।
आमवात

Any painful disorder of the joints or muscles or connective tissues.

rheumatism