ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆତିଥେୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆତିଥେୟ   ବିଶେଷ୍ୟ

ଅର୍ଥ : ଆତିଥ୍ୟ କରିବା ବ୍ୟକ୍ତି ବା ଯାହା ପାଖକୁ ଅତିଥି ଆସନ୍ତି

ଉଦାହରଣ : ଆତିଥ୍ୟ ପ୍ରଦାନକାରୀର ଆତିଥ୍ୟରେ ସମସ୍ତେ ଖୁସି ଥିଲେ

ସମକକ୍ଷ : ଅତିଥିସେବକ, ଆତିଥ୍ୟ ପ୍ରଦାନକାରୀ

आतिथ्य करने वाला या वह जिसके यहाँ अतिथि आए हों।

आतिथेय के आतिथ्य से सब प्रसन्न थे।
आतिथेय, मेजबान, मेज़बान

A person who invites guests to a social event (such as a party in his or her own home) and who is responsible for them while they are there.

host

ଅର୍ଥ : ଅତିଥିଙ୍କୁ ଦେବାପାଇଁ ଯୋଗ୍ୟ ବସ୍ତୁ ବା ସାମଗ୍ରୀ

ଉଦାହରଣ : ଆପଣ ଆମର ଏହି ସାମାନ୍ୟ ଆତିଥ୍ୟ ସ୍ୱୀକାର କରି ଆମକୁ ଧନ୍ୟ କରନ୍ତୁ

ସମକକ୍ଷ : ଆତିଥ୍ୟ

अतिथि को देने योग्य वस्तु या सामग्री।

आप हमारा यह छोटा सा आतिथ्य स्वीकार कर हमें धन्य करें।
आतिथेय, आतिथ्य