ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଚମନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଚମନ   ବିଶେଷ୍ୟ

ଅର୍ଥ : ପୂଜା ବା ଧର୍ମ ସମ୍ବନ୍ଧୀୟ କାମ ନିମନ୍ତେ ଡାହାଣ ହାତରେ କିଛି ଜଳ ନେଇ ମନ୍ତ୍ର ପଢ଼ୁଥିବା ଅବସ୍ଥାରେ ପିଇବା ପ୍ରକ୍ରିୟା

ଉଦାହରଣ : ପଣ୍ଡିତ ମହାଶୟ ମନ୍ତ୍ର ପଢ଼ୁପଢ଼ୁ ଆଚମନ କରିବାକୁ କହିଲେ

ସମକକ୍ଷ : ଆଚବନ

पूजा या धर्म-सम्बन्धी कर्म के दौरान दाहिने हाथ में थोड़ा-सा जल लेकर मन्त्र पढ़ते हुए पीने की क्रिया।

पण्डितजी ने मन्त्र पढ़ते हुए आचमन करने को कहा।
अचमन, अचवन, अचौन, आचमन, आचवन, आचाम

The prescribed procedure for conducting religious ceremonies.

ritual

ଅର୍ଥ : ଖାଇସାରିଲା ପରେ ହାତ ମୁହଁ ଧୋଇବା ଓ କୁଳି କରିବା କାମ

ଉଦାହରଣ : ଆମେ ଖାଇଲା ପରେ କୁଳି କରିବା ଆବଶ୍ୟକ

ସମକକ୍ଷ : କୁଳି

भोजन के उपरान्त हाथ मुँह धोने और कुल्ला करने की क्रिया।

रमेश ने भोजन करने के पश्चात् आचमन किया।
अंचवन, अचवन, आचमन

ଅର୍ଥ : ଗୋଟିଏ ପ୍ରକାର ଔଷଧ

ଉଦାହରଣ : ନାଗରମୁଥାର ଚୂର୍ଣ୍ଣକୁ ଗଣ୍ଡୁଷ ଜଳରେ ମିଶାଇ ଗ୍ରହଣ କର

ସମକକ୍ଷ : ଗଣ୍ଡୁଷ ଜଳ

एक प्रकार की औषधि।

नेत्रबाला और नागरमोथा को महीन पीसकर शहद के साथ लें।
आचमन, नेत्रबाला

ଅର୍ଥ : ଭୋଜନ ଅନ୍ତେ ଆଚମନ

ଉଦାହରଣ : ଆଚମନ ପରେ ଜେଜେ ଆରାମ କରିବାକୁ ଗଲେ

भोजन के बाद का आचमन।

अवनेजन के पश्चात् दादाजी आराम करने चले गए।
अवनेजन

ଅର୍ଥ : ପାଣି ପିଇବା ଅବା ପିଆଇବା କାମ

ଉଦାହରଣ : କିଛି ଲୋକ ଭୋଜନ ସହିତ ଆଚମନକୁ ପାଚନ କ୍ରିୟାର ବିରୋଧ ବୋଲି ମତ ଦିଅନ୍ତି

ସମକକ୍ଷ : ଜଳପାନ

जल पीने या पान करने की क्रिया।

कुछ लोग भोजन के साथ-साथ आचमन को पाचन क्रिया में अवरोधक मानते हैं।
आचमन, जल पीना

The act of consuming liquids.

drinking, imbibing, imbibition

ଆଚମନ   କ୍ରିୟାପଦ

ଅର୍ଥ : ଖାଇସାରିଲା ପରେ ହାତ ମୁହଁ ଧୁଏଇବା ଏବଂ କୁଳି କରାଇବା

ଉଦାହରଣ : ମାଁ ପିଲାଙ୍କୁ ଆଞ୍ଚେଇ ଦେଉଥିଲେ

ସମକକ୍ଷ : ଅଚାନା, ଆଞ୍ଚେଇ

भोजन के बाद हाथ मुँह धुलवाना और कुल्ली कराना।

माँ बच्चे को अचवा रही है।
अँचवाना, अंचवाना, अचवाना, अचाना