ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଳି   ବିଶେଷ୍ୟ

ଅର୍ଥ : ପାଟି ସଫା କରିବା ନିମନ୍ତେ ସେଥିରେ ପାଣି ନେଇ ଏପଟ ସେପଟ କରି ଫୋଫାଡ଼ିବା କ୍ରିୟା

ଉଦାହରଣ : ଖାଇବା ପରେ ଆମେ ଭଲ ଭାବରେ କୁଳି କରିବା ଆବଶ୍ୟକ

ସମକକ୍ଷ : କୁଳା, କୁଳୁକୁଞ୍ଚା

मुख साफ़ करने के निमित्त उसमें पानी लेकर इधर-उधर हिलाकर फेंकने की क्रिया।

खाने के बाद हमें अच्छी तरह से कुल्ला करना चाहिए।
कुल्ला, गंडूष, गण्डूष, गरारा, ग़रारा

A medicated solution used for gargling and rinsing the mouth.

gargle, mouthwash

ଅର୍ଥ : ଖାଇସାରିଲା ପରେ ହାତ ମୁହଁ ଧୋଇବା ଓ କୁଳି କରିବା କାମ

ଉଦାହରଣ : ଆମେ ଖାଇଲା ପରେ କୁଳି କରିବା ଆବଶ୍ୟକ

ସମକକ୍ଷ : ଆଚମନ

भोजन के उपरान्त हाथ मुँह धोने और कुल्ला करने की क्रिया।

रमेश ने भोजन करने के पश्चात् आचमन किया।
अंचवन, अचवन, आचमन

ଅର୍ଥ : ମୁହଁ ସଫା କରିବା ପାଇଁ ମୁହଁରେ ଭର୍ତ୍ତି କରି ହଲା ଯାଉଥିବା ପାଣି

ଉଦାହରଣ : କୁଳୁକୁଞ୍ଚା ଢୋକିବା ଉଚିତ ନୁହେଁ

ସମକକ୍ଷ : କୁଳୁକୁଞ୍ଚା

मुँह साफ़ करने के निमित्त मुँह में डाल कर हिलाया हुआ पानी।

कुल्ले को निगलना नहीं चाहिए।
कुल्ला