ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଗ୍ନେୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଗ୍ନେୟ   ବିଶେଷ୍ୟ

ଅର୍ଥ : ଯେଉଁ ପଦାର୍ଥ ନିଆଁଦ୍ବାରା ଦହକି ଉଠେ

ଉଦାହରଣ : ଲାଖ, ବାରୁଦ ଆଦି ଆଗ୍ନେୟ ଶ୍ରେଣୀର ଅନ୍ତର୍ଗତ

वह पदार्थ जो अग्नि से भड़क उठते हैं।

लाख, बारूद आदि आग्नेय की श्रेणी में आते हैं।
आग्नेय

ଆଗ୍ନେୟ   ବିଶେଷଣ

ଅର୍ଥ : ନିଆଁକୁ ଉତ୍ତେଜିତ ବା ନିଆଁ ଉତ୍ପନ୍ନ କରୁଥିବା ଜିନିଷ

ଉଦାହରଣ : ପେଟ୍ରୋଲ, କିରୋସିନି, ତେଲ ଆଦି ଆଗ୍ନେୟ ପଦାର୍ଥ

आग भड़काने या ज्वाला उत्पन्न करनेवाला।

पेट्रोल, मिट्टीतेल, तेल आदि आग्नेय पदार्थ हैं।
आग्नेय, आतशी, आतिशी

ଅର୍ଥ : ଯାହାର ଦେବତା ଅଗ୍ନି

ଉଦାହରଣ : ଆଗ୍ନେୟ ଯଜ୍ଞରେ ଦିଆଯାଇଥିବା ଆହୁତି ଅଗ୍ନି ଦେବତାଙ୍କୁ ମିଳେ

जिसका देवता अग्नि हो।

आग्नेय यज्ञ में दी गई आहुति अग्नि देव को मिलती है।
आग्नेय

ଅର୍ଥ : ଅଗ୍ନି ସମ୍ବନ୍ଧିତ ବା ଅଗ୍ନିର

ଉଦାହରଣ : ଆତଙ୍କବାଦୀମାନେ ଆଗ୍ନେୟ ଅସ୍ତ୍ରସହ ପ୍ରସ୍ତୁତ ଥିଲେ

ସମକକ୍ଷ : ଅଗ୍ନିକ

अग्नि-संबंधी या अग्नि का।

आतंकवादी आग्नेय अस्त्रों से लैस थे।
आगनिक, आग्नेय, आतशी, आतिशी

Capable of catching fire spontaneously or causing fires or burning readily.

An incendiary agent.
Incendiary bombs.
incendiary