ଅର୍ଥ : ଭାଷାବିଜ୍ଞାନ ଅନୁସାରେ ଭାରତର ଦକ୍ଷିଣପୂର୍ବାଞ୍ଚଳର କଥିତ ଭାଷାଗୁଡିକର ଏକ ସମୂହ
ଉଦାହରଣ :
ଇଣ୍ଡୋନେସିଆ ଏବଂ ତା ଆଖାପାଖ ଦ୍ବୀପପୁଞ୍ଜରେ କଥାବାର୍ତ୍ତା କରାଯାଉଥିବା ଭାଷାଗୁଡିକ ଆଗ୍ନେୟ ଭାଷା ଗୋଷ୍ଠୀର ଅନ୍ତର୍ଗତ
ସମକକ୍ଷ : ଆଗ୍ନେୟ ଭାଷା ଗୋଷ୍ଠୀ, ଆଗ୍ନେୟ ଭାଷା ସମୂହ, ଆଗ୍ନେୟ ଭାଷା ସମ୍ପ୍ରଦାୟ