ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଗପଛ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଗପଛ   ବିଶେଷ୍ୟ

ଅର୍ଥ : ଶରୀରର ଆଗ ଓ ପଛପଟ

ଉଦାହରଣ : ଚୌକିରେ ବସିବସି ମୋର ଆଗପଛ ସବୁ ଦରଜ ହେଉଛି

शरीर का अगला एवं पिछला भाग।

कुर्सी पर बैठे-बैठे मेरा आगापीछा सब दुख रहा है।
आगपीछ, आगा-पीछा, आगापीछा

ଅର୍ଥ : ଆଗପଛର ଅବସ୍ଥା

ଉଦାହରଣ : ଆମକୁ ଆଗପଛ ବିଚାରକରି ଏହି ନିଷ୍ପତ୍ତି ନେବାକୁ ପଡ଼ିବ

आगे पीछे की अवस्था।

हमें आगापीछा सोचकर ही यह कदम उठाना चाहिए।
आगपीछ, आगा-पीछा, आगापीछा