ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆକାଶିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆକାଶିଆ   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ବବୁଲ

ଉଦାହରଣ : ଆକାଶିଆ ପଞ୍ଜାବ, ରାଜସ୍ଥାନ ଆଦି ଦେଶରେ ମିଳେ

एक प्रकार का बबूल।

अरिंज पंजाब,राजस्थान आदि में पाया जाता है।
अरिंज

Any of various spiny trees or shrubs of the genus Acacia.

acacia

ଅର୍ଥ : ଯେଉଁ ରଙ୍ଗଟି ଆକାଶ ରଙ୍ଗର ବା ହାଲୁକା ନୀଳ

ଉଦାହରଣ : ଚିତ୍ରକାର ଚିତ୍ରଟିର କିଛି ଭାଗ ଆକାଶିଆ ରଙ୍ଗରେ ରଙ୍ଗାଉଛନ୍ତି

ସମକକ୍ଷ : ଆକାଶିଆ ରଙ୍ଗ

एक रंग जो आसमान के रंग का या हल्का नीला होता है।

चित्रकार चित्र के कुछ भागों को आसमानी से रंग रहा है।
आबी, आसमानी, आसमानी रंग, आस्मानी

A light shade of blue.

azure, cerulean, lazuline, sapphire, sky-blue