ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆକାଶିଆ ରଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆକାଶିଆ ରଙ୍ଗ   ବିଶେଷ୍ୟ

ଅର୍ଥ : ଯେଉଁ ରଙ୍ଗଟି ଆକାଶ ରଙ୍ଗର ବା ହାଲୁକା ନୀଳ

ଉଦାହରଣ : ଚିତ୍ରକାର ଚିତ୍ରଟିର କିଛି ଭାଗ ଆକାଶିଆ ରଙ୍ଗରେ ରଙ୍ଗାଉଛନ୍ତି

ସମକକ୍ଷ : ଆକାଶିଆ

एक रंग जो आसमान के रंग का या हल्का नीला होता है।

चित्रकार चित्र के कुछ भागों को आसमानी से रंग रहा है।
आबी, आसमानी, आसमानी रंग, आस्मानी

A light shade of blue.

azure, cerulean, lazuline, sapphire, sky-blue