ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯିଏ ଗର୍ବୀ ବା ଗର୍ବ କରିବା ଲୋକ
ଉଦାହରଣ : ରାଜେଶ ଜଣେ ଗର୍ବୀ ବ୍ୟକ୍ତି
ସମକକ୍ଷ : ଅହଂଭାବପୂର୍ଣ୍ଣ, ଗର୍ବୀ
जिसे गर्व हो या गर्व करने वाला या गर्व से युक्त।
ଅର୍ଥ : ଅହଙ୍କାର ବା ଦର୍ପରେ ପୂର୍ଣ୍ଣ
ଉଦାହରଣ : ଅହଙ୍କାରୀ ବ୍ୟକ୍ତି ସମାଜ ନିମନ୍ତେ ଅଭିଶାପ ହୋଇଥାଏ
ସମକକ୍ଷ : ଅବିନୀତ, ଅବିନୟୀ, ଗର୍ବୀ, ଦର୍ପୀ, ଦାମ୍ଭିକ
अभिमान या दर्प से भरा हुआ।
ସଂସ୍ଥାପନ କରନ୍ତୁ