ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅହଙ୍କାର ବା ଦର୍ପରେ ପୂର୍ଣ୍ଣ
ଉଦାହରଣ : ଅହଙ୍କାରୀ ବ୍ୟକ୍ତି ସମାଜ ନିମନ୍ତେ ଅଭିଶାପ ହୋଇଥାଏ
ସମକକ୍ଷ : ଅବିନୟୀ, ଅହଙ୍କାରୀ, ଗର୍ବୀ, ଦର୍ପୀ, ଦାମ୍ଭିକ
अभिमान या दर्प से भरा हुआ।
ଅର୍ଥ : ଔଦ୍ଧତ୍ୟ ଦେଖାଉଥିବା
ଉଦାହରଣ : ସେ ଏତେ ଉଦ୍ଧତ ଯେ ତାସହ କଥା ହେବାକୁ ମନ ହୁଏନି
ସମକକ୍ଷ : ଅଶିଷ୍ଟ, ଉଦ୍ଧତ
अकड़ दिखानेवाला।
Having or showing feelings of unwarranted importance out of overbearing pride.
ଅର୍ଥ : ଯିଏ ଅନ୍ୟମାନଙ୍କ ସହିତ ଧୃଷ୍ଟାପୂର୍ବକ ବା ଧୃଷ୍ଟତା ସହିତ ବ୍ୟବହାର କରେ
ଉଦାହରଣ : ମୋହନ ବହୁତ ଧୃଷ୍ଟ
ସମକକ୍ଷ : ଅଖାଡ଼ୁଆ, ଅଶାଳୀନ, ଉଚ୍ଛୃଙ୍ଖଳ, ଉଦ୍ଧତ, ଧୃଷ୍ଟ
जो दूसरों के साथ धृष्टतापूर्वक व्यवहार करता हो या धृष्टता से पेश आता हो।
Tenaciously unwilling or marked by tenacious unwillingness to yield.
ଅର୍ଥ : ବଡ଼ମାନଙ୍କୁ ଉଚିତ୍ ଆଦର ବା ସଙ୍କୋଚ ନକରିବା ବ୍ୟକ୍ତି
ଉଦାହରଣ : ରାମୁ ଜଣେ ଉଦ୍ଧତ ବାଳକ
ସମକକ୍ଷ : ଉଦ୍ଧତ, ଧୃଷ୍ଟ
बड़ों का उचित आदर या लिहाज न करने वाला।
Showing lack of due respect or veneration.
ସଂସ୍ଥାପନ କରନ୍ତୁ