ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ୱୀକୃତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ୱୀକୃତ   ବିଶେଷଣ

ଅର୍ଥ : ଯାହା ସ୍ୱୀକୃତ ହୋଇନାହିଁ

ଉଦାହରଣ : ନାମଂଜୁର ବିଧେୟକର ଚର୍ଚ୍ଚା ପୁଣି ଆସନ୍ତା ଅଧିବେଶନରେ ହେବ

ସମକକ୍ଷ : ଅପାରୀତ, ନାମଂଜୁର

जो पारित न हुआ हो।

अपारित विधेयक की चर्चा पुनः अगले सत्र में होगी।
अपारित, अस्वीकृत, नामंज़ूर, नामंजूर

ଅର୍ଥ : ଯାହାଙ୍କୁ ସହମତି ମିଳିନାହିଁ

ଉଦାହରଣ : ଏବେବି ଏହି ପରିଯୋଜନା ସରକାରଙ୍କଦ୍ୱାରା ନାମଞ୍ଜୁର ହୋଇରହିଛି

ସମକକ୍ଷ : ନାମଞ୍ଜୁର

जिसे स्वीकृति या सहमति न मिली हो।

अभी भी यह परियोजना सरकार द्वारा अस्वीकृत है।
अनुमति अदत्त, अनुमति अप्राप्त, अपासित, अस्वीकृत, ख़ारिज, खारिज, नामंज़ूर, नामंजूर, सहमति अप्राप्त, सहमतिहीन

ଅର୍ଥ : ଯେଉଁଥିରେ ଅନୁମତି ଦିଆଯାଇ ନାହିଁ

ଉଦାହରଣ : ପାଠଶାଳାରେ ପିକ୍‌ନିକ୍‌ ଯିବା ନିମନ୍ତେ ଅସ୍ୱୀକୃତ ଯୋଜନା ଏବେ ସଫଳ ହେଲା

ସମକକ୍ଷ : ଅନୁମତି ଦିଆଯାଇନଥିବା

हिलने-डुलने वाला।

चंद्रमा का जल पर पर पड़ने वाला प्रतिबिम्ब जल के हिलने से हिलता प्रतीत होता है।
आंदोलित, आन्दोलित, डोलायमान, हिलता, हिलता-डुलता

ଅର୍ଥ : ଯାହା ସ୍ୱୀକୃତ ହୋଇନାହିଁ ବା ଯାହାକୁ ସ୍ୱୀକାର କରାଯାଇନାହିଁ

ଉଦାହରଣ : ସରକାର ଶ୍ରମିକମାନଙ୍କ ଦାବିକୁ ଅସ୍ୱୀକୃତ କରିଦେଲେ

ସମକକ୍ଷ : ଖାରଜ, ନାମଂଜୁର, ନାମଞ୍ଜୁର

जो स्वीकृत न हुआ हो या स्वीकार न किया गया हो।

सरकार ने मजदूरों की माँग अस्वीकृत कर दी।
अनुमति अदत्त, अनुमति अप्राप्त, अपासित, अस्वीकृत, ख़ारिज, खारिज, नामंज़ूर, नामंजूर