ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସିତ   ବିଶେଷ୍ୟ

ଅର୍ଥ : ରାମଙ୍କ ପୂର୍ବଜ ଏବଂ ସଗରଙ୍କ ପିତା ଥିବା ଇକ୍ଷ୍ବାକୁ ବଂଶର ଜଣେ ରାଜା

ଉଦାହରଣ : ଅସିତ ଭରତଙ୍କ ପୁତ୍ର ଥିଲେ

इक्ष्वाकु वंश के एक राजा जो राम के पूर्वज थे और सगर के पिता थे।

असित भरत के पुत्र थे।
असित

An imaginary being of myth or fable.

mythical being

ଅର୍ଥ : ଜଣେ ଋଷି

ଉଦାହରଣ : ରାଜା ସୀହହନୁଙ୍କ ଗୁରୁ ଏବଂ ରାଜପୁରୋହିତ ଥିଲେ ଅସିତ ଋଷି

ସମକକ୍ଷ : ଅସିତ ଋଷି

एक ऋषि।

असित राजा सीहहनु के गुरु और राजपुरोहित थे।
असित, असित ऋषि

A mentor in spiritual and philosophical topics who is renowned for profound wisdom.

sage

ଅସିତ   ବିଶେଷଣ

ଅର୍ଥ : ଯାହା ଶ୍ୱେତ ନୁହେଁ

ଉଦାହରଣ : ବିଧବାମାନଙ୍କପାଇଁ ଅଶ୍ୱେତ ବସ୍ତ୍ର ବର୍ଜିତ ଥିଲା

ସମକକ୍ଷ : ଅଶୁଭ୍ର, ଅଶ୍ୱେତ

जो श्वेत न हो।

विधवाओं के लिए अशुभ्र वस्त्र वर्जित थे।
अशुभ्र, अश्वेत, असित