ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସମତଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସମତଳ   ବିଶେଷ୍ୟ

ଅର୍ଥ : ଯେଉଁ ଭୂମି ସମତଳ ନୁହେଁ

ଉଦାହରଣ : ଅସମତଳ ଭୂମିକୁ ଚାଷ କରିବା କଷ୍ଟକର

ସମକକ୍ଷ : ଆବୁଡ଼ା ଖାବୁଡ଼ା

वह भूमि जो समतल न हो।

असमतल भूमि में कृषि करना मुश्किल होता है।
असमतल भूमि, ऊबड़ खाबड़ जमीन

ଅସମତଳ   ବିଶେଷଣ

ଅର୍ଥ : ଯାହା ସମତଳ ନୁହେଁ

ଉଦାହରଣ : ସେ ଚାଷ କରିବାପାଇଁ ଅସମତଳ ଜମିକୁ ସମତଳ କରୁଛି

ସମକକ୍ଷ : ଉଚ୍ଚନୀଚ, ଉଚ୍ଚାନୀଚା, ଖାଲଢ଼ିପ

जो समतल न हो।

वह खेती करने के लिए असमतल भूमि को समतल कर रहा है।
अधरोत्तर, अमिल, असम, असमतल, उटकनाटक, उभड़-खभड़, ऊँचा-नीचा, ऊंचा-नीचा, ऊबड़ खाबड़, ऊबड़-खाबड़, बीहड़

Not even or uniform as e.g. in shape or texture.

An uneven color.
Uneven ground.
Uneven margins.
Wood with an uneven grain.
uneven

ଅର୍ଥ : ଯାହାର ଉପର ତଳ ସ୍ଥାନେସ୍ଥାନେ ଉଚ୍ଚାନୀଚା

ଉଦାହରଣ : ବଢ଼େଇ ଅସମତଳ ପଟାକୁ ରନ୍ଦା ମାରି ଚିକ୍କଣ କରୁଛି

ସମକକ୍ଷ : ଅଙ୍କାବଙ୍କା, ଖାଲଢ଼ିପ

जिसका ऊपरी तल जगह-जगह ऊँचा-नीचा हो।

बढ़ई खुरदुरे पटरे को रौंद कर चिकना कर रहा है।
अस्निग्ध, कर्कश, खुरखुरा, खुरदरा, खुरदुरा, रुक्ष, रूख, रूखा

Having or caused by an irregular surface.

Trees with rough bark.
Rough ground.
Rough skin.
Rough blankets.
His unsmooth face.
rough, unsmooth