ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଙ୍କାବଙ୍କା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଙ୍କାବଙ୍କା   ବିଶେଷଣ

ଅର୍ଥ : ଯେଉଁଥିରେ ବୁଲାଣି ବା ମୋଡ଼ ଥାଏ

ଉଦାହରଣ : ପାହାଡ଼ ଉପରର ରାସ୍ତା ଅଙ୍କାବଙ୍କା ହୋଇଥାଏ

जिसमें गोल घुमाव या मोड़ हो।

पहाड़ों पर का रास्ता चक्करदार होता है।
अटित, घुमावदार, चक्करदार, मोड़दार

Marked by repeated turns and bends.

A tortuous road up the mountain.
Winding roads are full of surprises.
Had to steer the car down a twisty track.
tortuous, twisting, twisty, voluminous, winding

ଅର୍ଥ : ଅଙ୍କାବଙ୍କା କରି କଟା ଯାଇଥିବା

ଉଦାହରଣ : ଆଜିକାଲି ଅଙ୍କାବଙ୍କା ସାର୍ଟ ବ୍ୟବହାର ହେଉଛି

तिरछी काट का।

आजकल अवरेबदार कुर्ता चलन में है।
अवरेबदार, अवरेबी, औरेबदार, औरेबी

ଅର୍ଥ : ଯାହାର ଉପର ତଳ ସ୍ଥାନେସ୍ଥାନେ ଉଚ୍ଚାନୀଚା

ଉଦାହରଣ : ବଢ଼େଇ ଅସମତଳ ପଟାକୁ ରନ୍ଦା ମାରି ଚିକ୍କଣ କରୁଛି

ସମକକ୍ଷ : ଅସମତଳ, ଖାଲଢ଼ିପ

जिसका ऊपरी तल जगह-जगह ऊँचा-नीचा हो।

बढ़ई खुरदुरे पटरे को रौंद कर चिकना कर रहा है।
अस्निग्ध, कर्कश, खुरखुरा, खुरदरा, खुरदुरा, रुक्ष, रूख, रूखा

Having or caused by an irregular surface.

Trees with rough bark.
Rough ground.
Rough skin.
Rough blankets.
His unsmooth face.
rough, unsmooth