ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଶୋକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଶୋକ   ବିଶେଷ୍ୟ

ଅର୍ଥ : ଶୋକ ଦୂର କରୁଥିବା ସୁନ୍ଦର ବଗିଚା

ଉଦାହରଣ : ଆଜି ଆମ ସମସ୍ତଙ୍କୁ ଅଶୋକ ଉଦ୍ୟାନ ଖୋଜିବାକୁ ଅଛି

ସମକକ୍ଷ : ଅଶୋକ ବନ, ଅଶୋକ ବାଟିକା

ଅର୍ଥ : ପଚିଶରୁ ତିରିଶ ଫୁଟ ଉଚ୍ଚର ଏକ ସଦାହରିତ ଗଛ ଯାହାର ପତ୍ରଗୁଡିକ ଆମ୍ବ ପତ୍ର ଭଳି ଲମ୍ବା ହୋଇଥାଏ

ଉଦାହରଣ : ଅଶୋକ ବୃକ୍ଷ ସମଗ୍ର ଭାରତରେ ମିଳିଥାଏ

ସମକକ୍ଷ : ଅଶୋକ ବୃକ୍ଷ, ଶିଂଶପା ବୃକ୍ଷ

पच्चीस से तीस फुट ऊँचा एक सदाहरित पेड़ जिसकी पत्तियाँ आम की पत्तियों की तरह लंबी होती हैं।

अशोक पूरे भारत में पाया जाता है।
अशोक, अशोक वृक्ष, कामुक, केलिक, चैत्यतरु, चैत्यद्रुम, चैत्यवृक्ष, तामृपवल्लव, ताम्रपल्लव, दोहली, पुष्पपिंड, पुष्पपिण्ड, मंजरीक, रक्तपल्लव, रागी, रोगितरु, शिंशपा, शिंशुपा, हेम पुष्प, हेमपुष्प

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree

ଅର୍ଥ : ମୌର୍ଯ୍ୟବଂଶର ଯେଉଁ ପ୍ରସିଦ୍ଧ ରାଜା ବିନ୍ଦୁସାରଙ୍କ ପୁତ୍ର ଥିଲେ

ଉଦାହରଣ : କଳିଙ୍ଗ ଯୁଦ୍ଧ ପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ

ସମକକ୍ଷ : ସମ୍ରାଟ ଅଶୋକ

मौर्य वंश का एक प्रसिद्ध राजा जो बिन्दुसार का पुत्र था।

कलिंग युद्ध के पश्चात अशोक ने बौद्ध धर्म ग्रहण कर लिया था।
अशोक, सम्राट अशोक

The male ruler of an empire.

emperor

ଅଶୋକ   ବିଶେଷଣ

ଅର୍ଥ : ଯେ ଶୋକରୁ ରହିତ

ଉଦାହରଣ : ମାୟାରୁ ଉର୍ଦ୍ଧ୍ୱକୁ ଯଇଥିବା ବ୍ୟକ୍ତି ଶୋକହୀନ ହୋଇପାରେ

ସମକକ୍ଷ : ଅବସାଦହୀନ, ଶୋକହୀନ