ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଶୋକ ବାଟିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଶୋକ ବାଟିକା   ବିଶେଷ୍ୟ

ଅର୍ଥ : ଶୋକ ଦୂର କରୁଥିବା ସୁନ୍ଦର ବଗିଚା

ଉଦାହରଣ : ଆଜି ଆମ ସମସ୍ତଙ୍କୁ ଅଶୋକ ଉଦ୍ୟାନ ଖୋଜିବାକୁ ଅଛି

ସମକକ୍ଷ : ଅଶୋକ, ଅଶୋକ ବନ

ଅର୍ଥ : ଅଶୋକ ବୃକ୍ଷ ଯେଉଁ ବଗିଚାରେ ଲଗା ଯାଇଥାଏ

ଉଦାହରଣ : ଯାତ୍ରୀଗଣ ଅଶୋକ ଉଦ୍ୟାନରେ ବିଶ୍ରାମ କରୁଛନ୍ତି

ସମକକ୍ଷ : ଅଶୋକ ଉଦ୍ୟାନ, ଅଶୋକ ବନ

वह बगीचा जिसमें अशोक वृक्ष लगे हों।

यात्री अशोक वाटिका में विश्राम कर रहे हैं।
अशोक वाटिका, अशोकवाटिका

A plot of ground where plants are cultivated.

garden

ଅର୍ଥ : ରାମାୟଣରେ ବର୍ଣ୍ଣିତ ବାଟିକା ଯେଉଁଠି ରାବଣ ସୀତାଙ୍କୁ ନେଇ ରଖିଥିଲା

ଉଦାହରଣ : ହନୁମାନ ଅଶୋକ ବାଟିକା ନଷ୍ଟଭ୍ରଷ୍ଟ କରିଦେଇଥିଲା

ସମକକ୍ଷ : ଅଶୋକବାଟିକା

रामायण में वर्णित वह वाटिका जिसमें रावण ने सीता को रखा था।

हनुमानजी ने अशोक वाटिका को उजाड़ दिया था।
अशोक वाटिका, अशोकवाटिका

A plot of ground where plants are cultivated.

garden