ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଶିକ୍ଷିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଶିକ୍ଷିତ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ଶିକ୍ଷିତ ନୁହେଁ

ଉଦାହରଣ : ଅଶିକ୍ଷିତମାନଙ୍କୁ ଶିକ୍ଷିତ କରିବା ଅତି ଆବଶ୍ୟକ

वह व्यक्ति जो शिक्षित न हो।

अशिक्षितों को शिक्षित करना अति आवश्यक है।
अँगूठा छाप, अक्षरशत्रु, अनक्षर, अनपढ़, अनपढ़ा, अनाखर, अपढ़, अशिक्षित, निरक्षर, बेपढ़ा

A person unable to read.

illiterate, illiterate person, nonreader

ଅଶିକ୍ଷିତ   ବିଶେଷଣ

ଅର୍ଥ : ଯିଏ ଶିକ୍ଷିତ ନୁହେଁ ବା ଲେଖିପଢ଼ି ଜାଣିନାହିଁ

ଉଦାହରଣ : ମୁଁ ସେହି ଗାଁର ନିବାସୀ ଯେଉଁଠାରେ ଅଧିକାଂଶ ଲୋକ ଅଶିକ୍ଷିତ ଅଶିକ୍ଷା ଦୂର କରିବାପାଇଁ ସରକାର ଅଶିକ୍ଷିତ ବ୍ୟକ୍ତିମାନଙ୍କୁ ଶିକ୍ଷିତ କରିବା ନିମନ୍ତେ ପ୍ରୟାସ କରୁଛନ୍ତି

ସମକକ୍ଷ : ଅପାଠୁଆ, ଅପଢ଼ୁଆ, ନିରକ୍ଷର

जो शिक्षित न हो या पढ़ा-लिखा न हो।

मैं उस गाँव का निवासी हूँ जहाँ के अधिकांश लोग अशिक्षित हैं।
अँगूठा छाप, अँगूठाछाप, अंगूठा छाप, अंगूठाछाप, अनक्षर, अनपढ़, अनपढ़ा, अनाखर, अनुपदिष्ट, अपठ, अपढ़, अप्राज्ञ, अविद्य, अशिक्षित, जाहिल, निपठित, निरक्षर, बेपढ़ा

Lacking in schooling.

Untaught people whose verbal skills are grossly deficient.
An untutored genius.
Uneducated children.
unschooled, untaught, untutored