ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଲକ୍ଷିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଲକ୍ଷିତ   ବିଶେଷଣ

ଅର୍ଥ : ଯାହା ଜ୍ଞାନନେତ୍ରରେ ହୋଇନଥାଏ ବା ଆଖିରେ ଦେଖାଯାଉନଥିବାବାଲା

ଉଦାହରଣ : ଈଶ୍ୱରଙ୍କ ଅଦୃଶ୍ୟ ଶକ୍ତି ସବୁଜାଗାରେ ବିଦ୍ୟମାନ

ସମକକ୍ଷ : ଅଦୃଶ୍ୟ, ଅଦୃଶ୍ୟମାନ, ଅଦୃଷ୍ଟ, ଅଦେଖା, ଅନ୍ତର୍ହିତ, ଅଲକ୍ଷ୍ୟ

जिसका ज्ञान नेत्रों से न हो सके या दिखाई न देने वाला।

ईश्वर की अदृश्य शक्ति प्रत्येक स्थान पर विद्यमान है।
अंतर्हित, अडीठ, अदर्श, अदिष्ट, अदृश्य, अदृश्यमान, अदृष्टिगोचर, अनडीठ, अनदेखा, अन्तर्हित, अपेख, अलक्षित, अलक्ष्य, अलख, अलखित, अलच्छ, अलेख, अलेखा, अलोक, अस्तमित, तिरोहित, लोचनातीत, विलीन