ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ଥାନ୍ତରନ୍ୟାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥାନ୍ତରନ୍ୟାସ   ବିଶେଷ୍ୟ

ଅର୍ଥ : ନ୍ୟାୟ ଅନୁସାରେ ବାଦୀର ବାସ୍ତବିକ ବିଷୟସହିତ ଅସଂଗତ କରି କହିବାର ପ୍ରକ୍ରିୟା

ଉଦାହରଣ : ଅର୍ଥାନ୍ତରନ୍ୟାସ ଶୁଣିଲା ମାତ୍ରେ ନ୍ୟାୟାଧୀଶ ବାଦୀକୁ ଅବଗତ କରାଇଲେ

न्याय के अनुसार वादी की वास्तविक विषय से असंबंद्ध कहने की क्रिया।

अर्थांतरन्यास सुनते ही न्यायाधीश ने वादी को आगाह किया।
अर्थांतरन्यास, अर्थान्तरन्यास

ଅର୍ଥ : ଗୋଟିଏ ଅର୍ଥାଳଙ୍କାର

ଉଦାହରଣ : ଅର୍ଥାନ୍ତରନ୍ୟାସରେ ସାଧାରଣ ଗୁଣ ସହ ବିଶେଷ ବା ବିଶେଷ ସହ ସାଧାରଣ ଗୁଣର ସମର୍ଥନ ହୋଇଥାଏ

ସମକକ୍ଷ : ଅର୍ଥାଂତରନ୍ୟାସ, ଅର୍ଥାଂତରନ୍ୟାସ ଅଳଂକାର, ଅର୍ଥାନ୍ତରନ୍ୟାସ ଅଳଙ୍କାର

एक अर्थालंकार।

अर्थांतरन्यास में सामान्य से विशेष या विशेष से सामान्य का समर्थन होता है।
अर्थांतरन्यास, अर्थांतरन्यास अलंकार, अर्थान्तरन्यास, अर्थान्तरन्यास अलंकार