ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅରାଜି ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅରାଜି ହେବା   କ୍ରିୟାପଦ

ଅର୍ଥ : କାହାର କାମ, କଥାଆଦିରେ ପ୍ରସନ୍ନ ନରହିବା

ଉଦାହରଣ : ରାଧାର ଦମ୍ଭପୂର୍ଣ୍ଣ କଥାରେ ସମସ୍ତେ ଅରାଜି ହେଲେ

ସମକକ୍ଷ : ଅପ୍ରସନ୍ନ ହେବା, ନାରାଜ ହେବା

किसी के काम, बात आदि से प्रसन्न न रहना।

राधा की दंभपूर्ण बातों से सभी नाराज़ हुए।
अप्रसन्न होना, खफा होना, ख़फ़ा होना, खिसिआना, खिसियाना, गुस्सा होना, नाख़ुश होना, नाखुश होना, नाराज होना, नाराज़ होना, रुष्ट होना

Give displeasure to.

displease