ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭୋଗ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭୋଗ୍ୟ   ବିଶେଷଣ

ଅର୍ଥ : ଯାହାକୁ ଭୋଗ କରାଯାଇନାହିଁ

ଉଦାହରଣ : ମୋ ପାଇଁ ଅଭୋଗ୍ୟ ଦୁଃଖର କଳ୍ପନା ହିଁ ବ୍ୟଥାଦାୟକ୤

ସମକକ୍ଷ : ଅଭୁକ୍ତ

जो भोगा न गया हो।

मेरे लिए अभुक्त दुख की कल्पना ही कष्टकारी है।
अभुक्त, अभोगा

ଅର୍ଥ : ଭୋଗକରିବା ବା ଆନନ୍ଦ ନେବାପାଇଁ ଅଯୋଗ୍ୟ

ଉଦାହରଣ : ରନ୍ଧାଖାଦ୍ୟ ଛଅ ଘଣ୍ଟା ପରେ ଅଭୋଗ୍ୟ ହୋଇଯାଏ

भोग या आनंद लेने के अयोग्य।

पका भोजन छः घंटे के बाद अभोग्य हो जाता है।
अभोग्य