ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭୁକ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭୁକ୍ତ   ବିଶେଷଣ

ଅର୍ଥ : ଯାହା ଖିଆଯାଇ ନାହିଁ

ଉଦାହରଣ : ଅଭୁକ୍ତ ମିଠେଇକୁ ଶିଶୁମାନଙ୍କୁ ବାଣ୍ଟିଦିଅ

जो न खाया गया हो।

अभुक्त मिठाई को बच्चों में बाँट दो।
अनुपभुक्त, अभुक्त, अभोगा, अयातयाम

Not consumed.

unconsumed

ଅର୍ଥ : ଯାହାକୁ ଭୋଗ କରାଯାଇନାହିଁ

ଉଦାହରଣ : ମୋ ପାଇଁ ଅଭୋଗ୍ୟ ଦୁଃଖର କଳ୍ପନା ହିଁ ବ୍ୟଥାଦାୟକ୤

ସମକକ୍ଷ : ଅଭୋଗ୍ୟ

जो भोगा न गया हो।

मेरे लिए अभुक्त दुख की कल्पना ही कष्टकारी है।
अभुक्त, अभोगा