ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭେଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭେଦ   ବିଶେଷ୍ୟ

ଅର୍ଥ : ଗୋଟିଏ ହେବାର ଅବସ୍ଥା ବା ଭାବ

ଉଦାହରଣ : ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଆମର ପରମ କର୍ତ୍ତବ୍ୟ ସେମାନଙ୍କ ମଧ୍ୟରେ ବହୁତ ଏକତା ଅଛି

ସମକକ୍ଷ : ଏକତା, ମିଳନ, ମେଳ, ସଂଗଠନ, ସାମ୍ୟ

एक होने की अवस्था या भाव।

देश की एकता और अखंडता को बनाये रखना हमारा परम कर्तव्य है।
उनमें बहुत एकता है।
इकता, इकताई, इत्तफ़ाक़, इत्तफाक, इत्तहाद, इत्तिफ़ाक़, इत्तिफाक, इत्तिहाद, एकजुटता, एकता, ऐक्य, मेल, संगठन, संघटन

The quality of being united into one.

oneness, unity

ଅର୍ଥ : ଏକ ଅଳଙ୍କାର

ଉଦାହରଣ : ଏହି ପଙ୍କ୍ତିଗୁଡ଼ିକ ଅଭେଦର ଉତ୍ତମ ଉଦାହରଣ

एक अलंकार।

ये पंक्तियाँ अभेद का अच्छा उदाहरण है।
अभेद

ଅଭେଦ   ବିଶେଷଣ

ଅର୍ଥ : ଯାହା ଅଲଗା ରହେ ନାହିଁ

ଉଦାହରଣ : ତାଙ୍କ ଅଭିନ୍ନ ଯୋଡ଼ିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି

ସମକକ୍ଷ : ଅପୃଥକ, ଅଭିନ୍ନ

जो अलग न हो।

उनकी अपृथक् जोड़ी को देख सब मुदित हो जाते हैं।
अपृथक, अपृथक्, अभिन्न, अभेद, अभेय, अभेव, अविभक्त

Not capable of being separated.

Inseparable pieces of rock.
inseparable