ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିନ୍ନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିନ୍ନ   ବିଶେଷଣ

ଅର୍ଥ : ଯାହା ଅଲଗା ରହେ ନାହିଁ

ଉଦାହରଣ : ତାଙ୍କ ଅଭିନ୍ନ ଯୋଡ଼ିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି

ସମକକ୍ଷ : ଅପୃଥକ, ଅଭେଦ

जो अलग न हो।

उनकी अपृथक् जोड़ी को देख सब मुदित हो जाते हैं।
अपृथक, अपृथक्, अभिन्न, अभेद, अभेय, अभेव, अविभक्त

Not capable of being separated.

Inseparable pieces of rock.
inseparable

ଅର୍ଥ : ଯାହା ବିଭକ୍ତ ନୁହେଁ

ଉଦାହରଣ : ଆମକୁ ଭାରତର ଅକ୍ଷୁଣ୍ଣ ଏକତାକୁ ସୁରକ୍ଷିତ ରଖିବାକୁ ହେବ

ସମକକ୍ଷ : ଅକ୍ଷୁଣ୍ଣ, ଅଖଣ୍ଡ, ଅଖଣ୍ଡିତ, ଅଜୁଟ, ଅବିଚ୍ଛିନ୍ନ, ଅଭଙ୍ଗ, ଅଭିଭକ୍ତ

Impossible of undergoing division.

An indivisible union of states.
One nation indivisible.
indivisible