ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିଷିକ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିଷିକ୍ତ   ବିଶେଷଣ

ଅର୍ଥ : ବିଘ୍ନ ଶାନ୍ତିପାଇଁ ଯାହାଉପରେ ମଂତ୍ର ପଢ଼ି ପାଣି ଛିଞ୍ଚାଯାଇଛି

ଉଦାହରଣ : ପଣ୍ଡିତ ନୂଆ ଘର ଅଭିଷିକ୍ତ କଲେ

ସମକକ୍ଷ : ସ୍ନାତ

बाधा-शांति के निमित्त जिस पर मंत्र पढ़कर जल छिड़का गया हो।

पंडितजी ने नए भवन को अभिषिक्त किया।
अभिषिक्त

ଅର୍ଥ : ବିଧିପୂର୍ବକ ସ୍ନାନ କରାଯାଇଥିବା ବା ଯାହାର ଅଭିଷେକ କରାଯାଇଛି

ଉଦାହରଣ : ପୂଜାରୀ ଅଭିଷିକ୍ତ ଫୁଲସବୁ ଭକ୍ତମାନଙ୍କ ମଧ୍ୟରେ ବାଣ୍ଟୁଛନ୍ତି

ସମକକ୍ଷ : ସ୍ନାତ

विधिपूर्वक स्नान कराया हुआ या जिसका अभिषेक किया गया हो।

पुजारी अभिषिक्त पुष्पों को भक्तों में बाँट रहे हैं।
अभिषिक्त

ଅର୍ଥ : ଯାହା ଛିଞ୍ଚା ଯାଇଛି

ଉଦାହରଣ : ଜଳ ସେଚିତ ଖେତକୁ ଯାଅ ନାହିଁ, ପାଦରେ ଭିଜା ମାଟି ଲାଗିଯିବଏହି ଚିଠି ଅଶ୍ରୁରେ ସିକ୍ତ ହୋଇଛି୤

ସମକକ୍ଷ : ସିକ୍ତ, ସେଚିତ

जिसकी सिंचाई की गई हो।

सिंचित खेत में मत जाओ, पैर में गीली मिट्टी लगेगी।
यह पत्र अश्रु से अभिषिक्त है।
अभिवृष्ट, अभिषिक्त, अभ्युक्षित, उक्षित, सिंचा, सिंचित, सिक्त, सेचित

ଅର୍ଥ : ବିଧିପୂର୍ବକ ପାଣି ଛିଞ୍ଚି ଦାୟିତ୍ୱ ଭାର ଦିଆଯାଇଛି

ଉଦାହରଣ : ରାମ ସମୁଦ୍ର ଜଳରେ ବିଭିଷଣକୁ ଅଭିଷିକ୍ତ କଲେ

ସମକକ୍ଷ : ସ୍ନାତ

विधिपूर्वक जल छिड़ककर अधिकार का भार दिया हुआ।

राम ने समुद्र जल से विभीषण को अभिषिक्त किया।
अभिषिक्त

ଅର୍ଥ : ଯାହାର ଅଭିଷେକ କରାଯାଇଛି

ଉଦାହରଣ : ଅଭିଷିକ୍ତ ରାଜକୁମାର ନିଜର କାର୍ଯ୍ୟ ଭାର ଭଲରେ ନିର୍ବାହ କରୁଛନ୍ତି

जिसका अभिषेक किया गया हो।

अभिषेचित राजकुमार अपना कार्यभार भली-भाँति सम्भाल रहे हैं।
अभिषेचित