ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ନାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ନାତ   ବିଶେଷଣ

ଅର୍ଥ : ବିଘ୍ନ ଶାନ୍ତିପାଇଁ ଯାହାଉପରେ ମଂତ୍ର ପଢ଼ି ପାଣି ଛିଞ୍ଚାଯାଇଛି

ଉଦାହରଣ : ପଣ୍ଡିତ ନୂଆ ଘର ଅଭିଷିକ୍ତ କଲେ

ସମକକ୍ଷ : ଅଭିଷିକ୍ତ

बाधा-शांति के निमित्त जिस पर मंत्र पढ़कर जल छिड़का गया हो।

पंडितजी ने नए भवन को अभिषिक्त किया।
अभिषिक्त

ଅର୍ଥ : ବିଧିପୂର୍ବକ ସ୍ନାନ କରାଯାଇଥିବା ବା ଯାହାର ଅଭିଷେକ କରାଯାଇଛି

ଉଦାହରଣ : ପୂଜାରୀ ଅଭିଷିକ୍ତ ଫୁଲସବୁ ଭକ୍ତମାନଙ୍କ ମଧ୍ୟରେ ବାଣ୍ଟୁଛନ୍ତି

ସମକକ୍ଷ : ଅଭିଷିକ୍ତ

विधिपूर्वक स्नान कराया हुआ या जिसका अभिषेक किया गया हो।

पुजारी अभिषिक्त पुष्पों को भक्तों में बाँट रहे हैं।
अभिषिक्त

ଅର୍ଥ : ଯେ ଗାଧୋଇଛି

ଉଦାହରଣ : ଗାଧୋଇଥିବା ବ୍ୟକ୍ତି ରଙ୍ଗ ଖେଳିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିଲା

ସମକକ୍ଷ : ଗାଧୁଆ, ଗାଧୋଇଥିବା

जिसने स्नान किया हो।

स्नात व्यक्ति रंग खेलने से कतरा रहा था।
अवगाहित, अवस्कंदित, अवस्कन्दित, आप्लावित, आप्लुत, नहाया हुआ, निमज्जित, स्नात

ଅର୍ଥ : ବିଧିପୂର୍ବକ ପାଣି ଛିଞ୍ଚି ଦାୟିତ୍ୱ ଭାର ଦିଆଯାଇଛି

ଉଦାହରଣ : ରାମ ସମୁଦ୍ର ଜଳରେ ବିଭିଷଣକୁ ଅଭିଷିକ୍ତ କଲେ

ସମକକ୍ଷ : ଅଭିଷିକ୍ତ

विधिपूर्वक जल छिड़ककर अधिकार का भार दिया हुआ।

राम ने समुद्र जल से विभीषण को अभिषिक्त किया।
अभिषिक्त