ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାରି ଅନିଷ୍ଟ କାମନାରେ କୁହାଯାଉଥିବା ଶବ୍ଦ ବା ବାକ୍ୟ
ଉଦାହରଣ : ଗୌତମ ଋଷିଙ୍କ ଅଭିଶାପରେ ଅହଲ୍ୟା ପଥର ପାଲଟିଗଲେ
ସମକକ୍ଷ : ଅଭିସଂପାତ, ଅଭିସମ୍ପାତ, ଶାପ, ସଂପାତ, ସମ୍ପା, ସମ୍ପାତ
किसी के अनिष्ट की कामना से कहा हुआ शब्द या वाक्य।
An evil spell.
ସଂସ୍ଥାପନ କରନ୍ତୁ