ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଲେଖ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଲେଖ   ବିଶେଷ୍ୟ

ଅର୍ଥ : ଏକାଧିକ ମାତ୍ରା ମଧ୍ୟରେ ସମ୍ବନ୍ଧ ଦେଖାଉଥିବା ଚିତ୍ର

ଉଦାହରଣ : ଏହି ଗ୍ରାଫ୍ ଜନସଂଖ୍ୟା ବୃଦ୍ଧିକୁ ସୂଚିତ କରୁଛି

ସମକକ୍ଷ : ଗ୍ରାଫ୍

एक से अधिक मात्राओं का आपस में संबंध दिखाने वाला चित्र।

यह ग्राफ जनसंख्या वृद्धि को प्रदर्शित कर रहा है।
आलेख, ग्राफ, ग्राफ़

ଅର୍ଥ : କୌଣସି ବିଷୟରେ ଲେଖା ଯାଇଥିବା ସବୁ ବିବରଣ

ଉଦାହରଣ : ଏହି ଅଭିଲେଖ ଉନବିଂଶ ଶତାବ୍ଦୀର

ସମକକ୍ଷ : ଅଭିଲେଖ, ରେକର୍ଡ଼୍

किसी विषय के संबंध में लिखी हुई सब बातें।

यह अभिलेख अठारहवीं शताब्दी का है।
अभिलेख, आलेख, तहरीर, दस्तावेज, दस्तावेज़, रिकार्ड, रिकॉर्ड, रेकार्ड, रेकॉर्ड

Anything (such as a document or a phonograph record or a photograph) providing permanent evidence of or information about past events.

The film provided a valuable record of stage techniques.
record