ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିଯାନ୍ତ୍ରିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିଯାନ୍ତ୍ରିକ   ବିଶେଷ୍ୟ

ଅର୍ଥ : ଯେ ଅଭିଯାନ୍ତ୍ରିକ ବିଦ୍ୟାରେ ବିଜ୍ଞ

ଉଦାହରଣ : କେତେକ ଭାରତୀୟ ଅଭିଯାନ୍ତ୍ରିକ ବିଦେଶରେ ବସବାସ କରିଗଲେଣି

ସମକକ୍ଷ : ଇଞ୍ଜିନିୟର

अभियांत्रिकी विद्या का ज्ञाता।

कई भारतीय अभियंता विदेशों में जाकर बस गए हैं।
अभियंता, अभियन्ता, इंजिनियर, इंजीनियर, इञ्जीनियर

A person who uses scientific knowledge to solve practical problems.

applied scientist, engineer, technologist

ଅର୍ଥ : ଜ୍ଞାନର ଏହି ଶାଖା ଯାହାର ଅନ୍ତର୍ଗତ ବ୍ୟବହାରିକ ସମସ୍ୟାଗୁଡ଼ିକପାଇଁ ବିଜ୍ଞାନ ବା କଳାରେ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇଥାଏ

ଉଦାହରଣ : ଆମ ଅଞ୍ଚଳରେ ବି ଗୋଟିଏ ଇଂଜିନିୟରିଂ ସ୍କୁଲ ଖୋଲିଛି

ସମକକ୍ଷ : ଇଂଜିନିୟରିଂ

ज्ञान की वह शाखा जिसके अंतर्गत व्यावहारिक समस्याओं के लिए विज्ञान या कला में वैज्ञानिक ज्ञान का प्रयोग किया जाता है।

हमारे क्षेत्र में भी एक अभियांत्रिकी विद्यालय खुला है।
अभियांत्रिकी, अभियान्त्रिकी, इंजिनियरिंग, इंजीनियरिंग

The discipline dealing with the art or science of applying scientific knowledge to practical problems.

He had trouble deciding which branch of engineering to study.
applied science, engineering, engineering science, technology