ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଂଜିନିୟରିଂ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଂଜିନିୟରିଂ   ବିଶେଷ୍ୟ

ଅର୍ଥ : ଯନ୍ତ୍ରଆଦି ଚଲେଇବା ବା ନିର୍ମାଣକରିବା ବା ମରାମତି କରିବାର ବିଦ୍ୟା

ଉଦାହରଣ : ଏହି ଅଧ୍ୟାପକ ମହାଶୟ ଆମକୁ ଇଂଜିନିୟରିଂ ପଢ଼ାଉଥିଲେ

ସମକକ୍ଷ : ଯାନ୍ତ୍ରିକ ବିଦ୍ୟା

कल या यंत्र आदि चलाने, बनाने या सुधारने की विद्या।

ये अध्यापक महोदय हमें यांत्रिकी पढ़ाते थे।
अभियंत्रणा, अभियन्त्रणा, इंजीनियरी, इञ्जीनियरी, यंत्र-विद्या, यंत्रविद्या, यांत्रिकी

The branch of physics concerned with the motion of bodies in a frame of reference.

mechanics

ଅର୍ଥ : ଜ୍ଞାନର ଏହି ଶାଖା ଯାହାର ଅନ୍ତର୍ଗତ ବ୍ୟବହାରିକ ସମସ୍ୟାଗୁଡ଼ିକପାଇଁ ବିଜ୍ଞାନ ବା କଳାରେ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇଥାଏ

ଉଦାହରଣ : ଆମ ଅଞ୍ଚଳରେ ବି ଗୋଟିଏ ଇଂଜିନିୟରିଂ ସ୍କୁଲ ଖୋଲିଛି

ସମକକ୍ଷ : ଅଭିଯାନ୍ତ୍ରିକ

ज्ञान की वह शाखा जिसके अंतर्गत व्यावहारिक समस्याओं के लिए विज्ञान या कला में वैज्ञानिक ज्ञान का प्रयोग किया जाता है।

हमारे क्षेत्र में भी एक अभियांत्रिकी विद्यालय खुला है।
अभियांत्रिकी, अभियान्त्रिकी, इंजिनियरिंग, इंजीनियरिंग

The discipline dealing with the art or science of applying scientific knowledge to practical problems.

He had trouble deciding which branch of engineering to study.
applied science, engineering, engineering science, technology