ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବସ୍ଥିତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବସ୍ଥିତି   ବିଶେଷ୍ୟ

ଅର୍ଥ : ପଦ, ମର୍ଯ୍ୟାଦା ଆଦି ବିଚାରରେ ସମାଜର କୌଣସି ବ୍ୟକ୍ତି, ସଂସ୍ଥା ଆଦିର ସେହି ବିଧିବଦ୍ଧ ସ୍ଥିତି ଯାହା କୌଣସି ନିଶ୍ଚିତ ସୀମା ମଧ୍ୟରେ ପ୍ରାପ୍ତ ହୋଇଥାଏ

ଉଦାହରଣ : ବ୍ୟକ୍ତିର ସ୍ଥିତି ତାର ମର୍ଯ୍ୟାଦା, ପଦ, ସମ୍ମାନ ଆଦିର ସୂଚକ

ସମକକ୍ଷ : ପଦ, ସ୍ଥିତି

पद, मर्यादा आदि के विचार से समाज में किसी व्यक्ति, संस्था आदि की वह विधिक स्थिति जो अपने क्षेत्र में कुछ निश्चित सीमा में प्राप्त होती है।

किसी की स्थिति उसकी मर्यादा, पद, सम्मान आदि का सूचक होती है।
अवस्थिति, आस्पद, स्थिति

The relative position or standing of things or especially persons in a society.

He had the status of a minor.
The novel attained the status of a classic.
Atheists do not enjoy a favorable position in American life.
position, status