ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବନମିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବନମିତ   ବିଶେଷଣ

ଅର୍ଥ : ଯାହା ନଇଁ ଯାଇଛି

ଉଦାହରଣ : ଫଳ ଧରିଲେ ହିଁ ଗଛ ଅବନମିତ ହୋଇଯାଏ

ସମକକ୍ଷ : ନମିତ

जो झुका हुआ हो।

फल लगते ही वृक्ष झुक जाते हैं।
अवनमित, झुका, झुका हुआ, नमित

ଅର୍ଥ : ଯେ ନୁଏଁ ନାହିଁ

ଉଦାହରଣ : ବନ୍ଦୀ ଅବସ୍ଥାରେ ମଧ୍ୟ ପୁରୁ ସିକନ୍ଦରଙ୍କ ସମ୍ମୁଖରେ ଅବନମିତ ହେଲେନାହିଁ

ସମକକ୍ଷ : ଅନମିତ

जो नमित न हो।

बंदी अवस्था में भी पोरस सिकंदर के सामने अनत रहा।
अनझुका, अनत, अनमित

Not forced to bow down to a conqueror.

unbowed