ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବନତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବନତ   ବିଶେଷଣ

ଅର୍ଥ : ଯିଏ ସ୍ଖଳିତ ବା ଯାହାର ବ୍ୟବହାର ଭଲ ନୁହେଁ

ଉଦାହରଣ : ଅଧଃପତିତ ବ୍ୟକ୍ତି ସମାଜକୁ ରସାତଳକୁ ନେଇଯାଏ

ସମକକ୍ଷ : ଅଧଃପତିତ, ଅଧୋଗତ, ପତିତ

जो गिरा हुआ हो या जिसका व्यवहार अच्छा न हो।

अवनत व्यक्ति समाज को रसातल की ओर ले जाता है।
अधोगत, अधोपतित, अनुपतित, अपकृष्ट, अपभ्रंशित, अबतर, अवनत, अवरोहित, अव्यवहार्य, अस्तंगत, गिरा, च्यूत, पतित, शीर्ण, स्खलित

Unrestrained by convention or morality.

Congreve draws a debauched aristocratic society.
Deplorably dissipated and degraded.
Riotous living.
Fast women.
debauched, degenerate, degraded, dissipated, dissolute, fast, libertine, profligate, riotous

ଅର୍ଥ : ଆଗକୁ ନଇଁ ପଡ଼ିଥିବା

ଉଦାହରଣ : ନଇଁଥିବା ଶାଖାଗୁଡ଼ିକ କାଟିଦେଲେ ହିଁ ଭଲ ହେବ

ସମକକ୍ଷ : ନଇଁଥିବା, ନମିତ, ନୁଆଁଣିଆ

आगे की ओर झुका हुआ।

अभिनम्र शाखाओं को काट देना ही अच्छा रहेगा।
अभिनत, अभिनम्र

ଅର୍ଥ : ଯାହା ଝୁଙ୍କିବା ଅବସ୍ଥାରେ ଥାଏ

ଉଦାହରଣ : ଫଳରେ ନଇଁଥିବା ଡାଳଟି ଭୂଇଁକୁ ଛୁଉଁଥିଲା

ସମକକ୍ଷ : ନଇଁଥିବା

झुका हुआ या नत हुआ।

फलों से अवनत डालियाँ धरती को चूम रही हैं।
अवनत, अवाग्र, आनत, झुका हुआ, नत, प्रवण